ଗେରୁଆ ବସ୍ତ୍ର ପିନ୍ଧି ପଶୁଥିଲେ ବିଦେଶୀ

ଦେବ ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ ଲାଗିଛି। ଏହାରି ଭିତରେ ବିଦେଶୀ ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କଡ଼ା ଚେକିଂ ପରେ ବି କାହିଁକି ଜାଣି ପାରିଲାନି ପୋଲିସ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

Debendra Prusty
  • Published: Monday, 05 June 2023
  • Updated: 05 June 2023, 11:43 AM IST

Sports

Latest News

ଦେବ ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ ଲାଗିଛି। ଏହାରି ଭିତରେ ବିଦେଶୀ ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କଡ଼ା ଚେକିଂ ପରେ ବି କାହିଁକି ଜାଣି ପାରିଲାନି ପୋଲିସ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos