ଅସରାଏ ବର୍ଷାରେ ବେହାଲ ରାଜଧାନୀ। ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର ବାସୀ । ସ୍କୁଲରୁ ଫେରିବା ବେଳେ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପ୍ରତିଶ୍ରୁତି ଦେଇ ଭୁଲିଗଲେ ମେୟର ଯାହାକୁ ନେଇ ସିଧା ଟାର୍ଗେଟ କଲେ ବିଜେପି ନେତା ବାବୁ ସିଂ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।