ଶବଦାହ ଗୃହ ଉଦଘାଟନ କାର୍ଯ୍ୟକ୍ରମକୁ ବିଏମ୍ସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କେହି ନ ଆସିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। କହିଲେ, ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାରର ବିବେକ, ୫ କୋଟିର ଏତେବଡ଼ କାର୍ଯ୍ୟକ୍ରମ, କିନ୍ତୁ ବିଏମ୍ସିରୁ କେହି ଆସିଲେନି, ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।