ଆମ୍ବ ବଗିଚା, କଦଳୀବାଡ଼ି, କଳା ଛନଛନ ବାଇଗଣ, ମାଟିରେ ଶୋଇଥିବା ପୋଟଳ, ଚିକ୍କଣ ଖସିପଡୁଥିବା ଖାସି, ବନରାଜ ସାଙ୍ଗକୁ କଡକନାଥ କୁକୁଡାଙ୍କ ମେଳି । ଥରେ ଏଠାକୁ ଆସିଲେ ଆପଣଙ୍କୁ ଏ ଜାଗା ଛାଡି ଯିବାକୁ ଇଚ୍ଛା ହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।