ଖାଇବା ତେଲ ଗୋଦାମରେ ଲାଗିଗଲା ନିଆଁ, ସବୁ ଛାରଖାର

ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଛି ।

Fire

ଅଗ୍ନିକାଣ୍ଡ ହେତୁ ହୁତୁହୁତ ହୋଇ ଜଳୁଛି ଗୋଦାମ ।

Niharika Rout
  • Published: Saturday, 14 October 2023
  • Updated: 14 October 2023, 09:51 AM IST

Sports

Latest News

ପଶ୍ଚିମବଙ୍ଗରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ କରିବା ସତ୍ତ୍ୱେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ନ ଥିବା ଜଣାଯାଇଛି।

ହାଓଡ଼ା ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ଏକ ତେଲ ଗୋଦାମରେ ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ଗୋଦାମରେ ଥିବା ଦୁଇ ସିକ୍ୟୁରିଟି ଗାର୍ଡ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।

Also Read

ସେମାନେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପ୍ରଥମେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ତାହା ଆୟତ୍ତକୁ ଆସି ନ ଥିଲା। ଏହାପରେ ଗାଡ଼ି ସଂଖ୍ୟା ବଢ଼ାଯାଇଛି।

ଆଖାପାଖରେ ଆହୁରି ବହୁ ଇଣ୍ଡଷ୍ଟ୍ରି ଓ ଗୋଦାମ ଥିବାରୁ ନିଆଁ ସେଥିକୁ ଯେପରି ନ ବ୍ୟାପେ ସେଥିପ୍ରତି ଅଗ୍ନିଶମ କର୍ମଚାରୀ ଯତ୍ନବାନ ଥିବା କହିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଗୋଦାମରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଛାରଖାର ହୋଇ ଯାଇଥିବା ଜଣାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story