୨୮ ମାର୍ଚ୍ଚ, ମଙ୍ଗଳବାର: ବିଚଳିତ ନ ହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ

ଆୟର ନୂତନ ପନ୍ଥା ମିଳିବ। ପୂର୍ବରୁ ଚାଲିଥିବା ବିବାଦର ଅବସାନ ଘଟିବ। ସୁଖଶାନ୍ତି ବୃଦ୍ଧି ପାଇବ।

Rashi PhotoOR

Representational Image

Ordigital Desk
  • Published: Tuesday, 28 March 2023
  • Updated: 28 March 2023, 07:30 AM IST

Sports

Latest News

ମେଷ: ବ୍ୟବସାୟରେ ଆୟ ଭଲ ହେବ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପାରିବାରେ ଶାନ୍ତି ବଜାୟ ରହିବ।

ବୃଷ: ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଧଳା ରଙ୍ଗର ବ୍ୟବହାର କରନ୍ତୁ, ଶୁଭ ଫଳ ମିଳିବ।

ମିଥୁନ: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ବିଚଳିତ ନ ହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ।

କର୍କଟ: କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। କ୍ରୋଧ କରି ଅସୁବିଧାରେ ପଡ଼ିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରହିବେ।

Also Read

ସିଂହ: ଅକସ୍ମାତ ଧନ ଲାଭ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ।

କନ୍ୟା: ଆୟ ଭଲ ହେବ। ଭୂମି, ଭବନ, ବାହାନ ଆଦି କ୍ରୟ କରିବାକୁ ମନ କରିବେ। ପାରିବାରିକ ଅଶାନ୍ତି ଯୋଗୁ ମନ ବିଚଳିତ ରହିବ।

ତୁଳା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିଛା: ବ୍ୟବସାୟରେ ବ୍ୟୟ ବଢ଼ିବ। ଆଜି କୌଣସି କାର୍ଯ୍ୟ ସହଜରେ ହେବ ନାହିଁ। ବାଧାବିଘ୍ନର ସମ୍ମୁଖୀନ ହେବେ।

ଧନୁ: ଆୟର ନୂତନ ପନ୍ଥା ମିଳିବ। ପୂର୍ବରୁ ଚାଲିଥିବା ବିବାଦର ଅବସାନ ଘଟିବ। ସୁଖଶାନ୍ତି ବୃଦ୍ଧି ପାଇବ।

ମକର: କର୍ମକ୍ଷେତ୍ରକୁ ନେଇ ମନ ଅସନ୍ତୋଷ ରହିବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କର ଘାତବାର ଯୋଗୁ ଯାନବାହାନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବନ୍ଧୁବାନ୍ଧବଙ୍କର ସାହାଯ୍ୟ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ନାନାପ୍ରକାର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରିବେ। ସହଯୋଗୀଙ୍କ ଅସହଯୋଗ ମନୋଭାବ ଯୋଗୁ କ୍ରୋଧିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story