ସରକାରୀ କମ୍ପାନୀଙ୍କୁ ହତାଦର !

ମୁଖ୍ୟମନ୍ତ୍ରୀ ଆମେରିକାର ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କଗନିଜାଣ୍ଟର ଭୁବନେଶ୍ୱର ଶାଖାକୁ ଉଦଘାଟନ କରିଛନ୍ତି।

Manoj Swain
  • Published: Wednesday, 14 February 2024
  • Updated: 14 February 2024, 12:57 PM IST

Sports

Latest News

ମୁଖ୍ୟମନ୍ତ୍ରୀ ଆମେରିକାର ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କଗନିଜାଣ୍ଟର ଭୁବନେଶ୍ୱର ଶାଖାକୁ ଉଦଘାଟନ କଲେ। ଆଚାର୍ଯ୍ୟ ବିହାରରେ 3ଟି ଟାଓ୍ୱାରକୁ ନେଇ ନୂଆ କରି ତିଆରି ହୋଇଥିବା ଓଡ଼ିଶା ଟେକନୋଲୋଜି ସେଣ୍ଟରର ଗୋଟିଏ ଟାଓ୍ୱାରକୁ କଗନିଜାଣ୍ଟକୁ ଶସ୍ତା ଦରରେ ଭଡ଼ାରେ ଦିଆଗଲା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos