ପୁଲିସ୍‌ ଗାଡ଼ିକୁ ପିଟିଲା ଗଞ୍ଜେଇ ବୋଝେଇ ଗାଡ଼ି

ପୁଲିସ୍‌ ଗାଡ଼ି ଚେପା ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ମଚାରୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ବଡ଼ସଗର ଅଞ୍ଚଳରେ ।

Arrest Photoଗିରଫ ଅଭିଯୁକ୍ତମାନେ ।

Niharika Rout
  • Published: Thursday, 21 September 2023
  • Updated: 21 September 2023, 10:42 AM IST

Sports

Latest News

ଗଞ୍ଜେଇ ଧରିବାକୁ ଯାଇଥିବା ପୁଲିସ୍‌ ଗାଡ଼ିକୁ ଧକ୍କା ମାରିଛି ଗଞ୍ଜେଇ ବୋଝେଇ ଗାଡି । ଫଳରେ ପୁଲିସ୍‌ ଗାଡ଼ି ଚେପା ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ମଚାରୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ବଡ଼ସଗର ଅଞ୍ଚଳରେ ।

ଗତକାଲି ବିଳମ୍ବିତ ରାତ୍ର ସମୟରେ ଆନ୍ଧ୍ରପ୍ରଦେଶର ମୁଚିମପୁଟ ଅଞ୍ଚଳରୁ ଏକ ଏକ୍ସୟୁଭି (XUV) ଗାଡ଼ିରେ ଉମରକୋଟ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲମତାପୁଟ ପୁଲିସ ବୋଲେରୋ ଗାଡି ଧରି ବଡ ସଗର ଅଞ୍ଚଳରେ ପହଞ୍ଚିଥିଲେ ।

ଉକ୍ତ ସମୟରେ ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଗଞ୍ଜେଇ ବୋଝେଇ ଗାଡ଼ିରେ ଥିବା ମାଫିଆ ପୁଲିସ୍‌ ଗାଡ଼ିକୁ ଦେଖି ଦେଇଥିଲେ। ଏହାପରେ ସେମାନେ ଦ୍ରୁତ ଗତିରେ ଯାଇ ପୁଲିସ ଗାଡିକୁ ଧକ୍କା ଦେଇଥଲେ । ଏହି ଦୁର୍ଘଟଣାରୁ ଲମତାପୁଟ ଫାଣ୍ଡିର ପୁଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜୟପୁର ଓ ସେମିଳିଗୁଡ଼ ଅଞ୍ଚଳର ୨ଜଣ ଯୁବକଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ପୁଲିସ ୧୦୫ କେଜି ୭୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦାମୀ ଗାଡି ଜବତ କରିଛି।

Also Read

 ଠିକ ସେହିପରି ମାଛକୁଣ୍ଡ ପୁଲିସ୍‌ ହନୁମାନ ସହିଦ ସ୍ତମ୍ଭ ନିକଟରୁ ଗଞ୍ଜେଇ ବୋଝେଇ ଗୋଟିଏ କମାଣ୍ଡର ଗାଡି ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଗାଡ଼ିରୁ ଜବତ ଗଞ୍ଜେଇର ପରିମାଣ ୧୮୭ କେଜି ୩୦୦ଗ୍ରାମ ଗଞ୍ଜେଇ  ବୋଲି ଜଣାଯାଇଛି। ଏଥିରେ ବ୍ୟବହୃତ  କମାଣ୍ଡର ଜିପ୍‌କୁ ମାଛକୁଣ୍ଡ ପୁଲିସ ଜବତ କରିଛି ।

ଦୁଇଟି ସ୍ଥାନରୁ ମୋଟ ୨୯୩ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ୨ଟି ଗାଡି ଓ ୩ଜଣକୁ ଗିରଫ କରାଯାଇଛି । ବଡ ସଗର ଘଟଣାରେ ଲମତାପୁଟ ପୁଲିସ ଗାଡି ଓ ଗଞ୍ଜେଇ ଗାଡି କ୍ଷତିଗ୍ରସ୍ତ ହୋଇଛି। ପୁଲିସ କର୍ମଚାରୀମାନେ ସୁରକ୍ଷିତ ଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଲମତାପୁଟ ଓ ମାଛକୁଣ୍ଡ ପୁଲିସକୁ ପ୍ରଶଂସା କରିଛନ୍ତି ।

ଏଥିସହ ଏପରି ଚ୍ୟାଲେଞ୍ଜ ପାଇଁ ପୁଲିସ୍‌ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story