୫୦ ଲକ୍ଷ ଲାଞ୍ଚ ନେବା ଘଟଣାରେ GAILର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗିରଫ

GAILର ଗୋଟିଏ ପ୍ରକଳ୍ପ କାମ ଦେବା ପାଇଁ କେବି ସିଂହ ନିର୍ଦ୍ଦିଷ୍ଟ ଭାବେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ବାବଦ ଟଙ୍କା ନେବା ବେଳେ ସିବିଆଇ ଗିରଫ କରିଛି। 

GAIL

କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ (ଫାଇଲ ଫଟୋ)

Hemant Lenka
  • Published: Tuesday, 05 September 2023
  • Updated: 05 September 2023, 04:34 PM IST

Sports

Latest News

ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି। ଏମାନଙ୍କ ମଧ୍ୟରେ ଲାଞ୍ଚ ଦେଇଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି।

କେବି ସିଂହଙ୍କ ଘର ଉତ୍ତର ପ୍ରଦେଶର ନୋଏଡାରେ। ଆଜି ସିବିଆଇ ତାଙ୍କ ଘରେ ଦୀର୍ଘ ସମୟ ଧରି ରେଡ କରିଥିଲା। ଏହାପରେ ଶ୍ରୀ ସିଂହଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଏବେ ବି ଦିଲ୍ଲୀ, ବିଶାଖାପଟନମ ଓ ନୋଏଡାର ଆଉ କିଛି ସ୍ଥାନରେ ରେଡ ଜାରି ରହିଛି।

Also Read

GAIL ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ରହିଛି। ଭାରତ ସରକାରଙ୍କ ଏତେ ବଡ଼ କମ୍ପାନୀରେ ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ସମସ୍ତଙ୍କୁ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story