କି ଦୋଷ କରିଥିଲେ ଦୁଇ ନିରୀହ ନାବାଳିକା? କାହିଁକି ତାଙ୍କୁ ମିଳୁନି ନ୍ୟାୟ? ଓଡ଼ିଶାରେ ମାଆ-ଭଉଣୀ କେତେ ସୁରକ୍ଷିତ? କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରୁ ଗଣଦୁଷ୍କର୍ମ ଅଭିଯୋଗ ଆସିବା ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।