ଇସ୍ରାଏଲ-ହମାସ ଯୁଦ୍ଧ: ଖୋଲିଲା ରାଫା ବର୍ଡର୍‌, ପହଞ୍ଚିଲା ସହାୟତା

ରାଫା ସୀମା ଦେଇ ଅନେକ ଟ୍ରକ୍‌ ଗାଜାକୁ ଏଣ୍ଟ୍ରି କରିଛି।

Rafah border opened

ରାଫା ସୀମା ଦେଇ ଗାଜାକୁ ଏଣ୍ଟ୍ରି କରୁଛି ସହାୟତା ପ୍ରଦାନ ପାଇଁ ପଠାଯାଇଥିବା ଟ୍ରକ୍‌।

Madhupriya Mistry
  • Published: Saturday, 21 October 2023
  • Updated: 21 October 2023, 02:05 PM IST

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଗାଜାରେ ସହାୟତା ପହଞ୍ଚିବା ଆରମ୍ଭ ହୋଇଛି। ବିନାଶର ସମ୍ମୁଖୀନ କରୁଥିବା ଗାଜାରେ ମାନବିକ ସହାୟତା ପ୍ରଦାନ କରିବାକୁ ଇଜିପ୍ଟ ପକ୍ଷରୁ ରାଫା ସୀମା ଖୋଲାଯାଇଛି। ଇଜିପ୍ଟର ଜଣେ ରେଡକ୍ରସ ଅଧିକାରୀ AFP କୁ କହିଛନ୍ତି ଯେ ଗାଜାରେ ମାନବୀୟ ସହାୟତା ପାଇଁ ଟ୍ରକ୍‌ ପଠାଯାଇଛି। ଶନିବାର ରାଫା ବର୍ଡର ଦେଇ ଏହି ଟ୍ରକ୍ ସବୁ ଗାଜାରେ ପହଞ୍ଚିଛି।

ରାଫା ସୀମା ଦେଇ ଅନେକ ଟ୍ରକ୍‌ ଗାଜାକୁ ଏଣ୍ଟ୍ରି କରିଛି। ଯୁଦ୍ଧଗ୍ରସ୍ତ ଫିଲିସ୍ତିନୀଙ୍କୁ ଏହି ଟ୍ରକ ଜରିଆରେ ମାନବୀୟ ସହାୟତା ପଠାଯାଉଛି। କେବଳ ଇଜିପ୍ଟ ନୁହେଁ ଅନେକ ଦେଶରୁ ଗାଜାକୁ ରିଲିଫ ସାମଗ୍ରୀ ପଠାଯାଉଛି। ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀରେ ଭର୍ତ୍ତି ଟ୍ରକଗୁଡ଼ିକ ରାଫା ସୀମା ଦେଇ ଗାଜା ଭିତରକୁ ଛାଡା ଯାଇଛି। ପୂର୍ବରୁ ବର୍ଡର ବନ୍ଦ ହେତୁ ଏହି ଟ୍ରକଗୁଡ଼ିକୁ ସେଠାରେ ଅଟକାଇ ଦିଆଯାଇଥିଲା।

Also Read

ଆଜି ଗାଜାରେ ଯାହା ବି ପରିସ୍ଥିତି ଅଛି, ତାହା ହମାସ ଦ୍ୱାରା ଆରମ୍ଭ କରାଯାଇଥିଲା। ଅକ୍ଟୋବର ୭ ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୪୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା। ନିଜ ନାଗରିକଙ୍କ ମୃତ୍ୟୁ ପରେ ରାଗରେ ଇସ୍ରାଏଲ ହମାସକୁ ମୂଳୋତ୍ପାଟନ କରିବାକୁ ଶପଥ ନେଇଛି। ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ସାମରିକ ଅପରେସନ ଗାଜା ସହରକୁ ଧ୍ୱଂସ କରିଦେଇଛି। ଏଥିରେ ଅଧିକାଂଶ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ପାଖାପାଖି ୪ ୧୩୭ ଜଣ ପାଲେଷ୍ଟାଇନ୍‌ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story