'ଓଡ଼ିଶାରେ ୮୦ ବିଧାନସଭା ଆସନ ଜିତିବ ବିଜେପି'

ଓଡ଼ିଶାରେ ୮୦ ବିଧାନସଭା ଓ ୧୬ଟି ଲୋକସଭା ଆସନ ଜିତିବ ବିଜେପି।

Manoj Swain
  • Published: Monday, 01 January 2024
  • Updated: 01 January 2024, 01:45 PM IST

Sports

Latest News

ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ। ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ କାର୍ଯ୍ୟକାରୀ ପାଇଁ ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତା। ଓଡ଼ିଶାରେ ବିଜେପିର ବିଜୟ ସମ୍ଭାବନା ଅଧିକ ରହିଛି । ଏଠାରେ ୮୦ ବିଧାନସଭା ଓ ୧୬ଟି ଲୋକସଭା ଆସନ ଜିତିବ ବିଜେପି । ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ରାଜ୍ୟ ବିଜେପିର ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos