ଆଗାମୀ ନିର୍ବାଚନରେ କଂଗ୍ରେସର ସ୍ଥିତି କେଉଁଠି ଥିବ ?

ବିଜେଡି ଓ ବିଜେପିର ଅବସ୍ଥା କ'ଣ ହେବ ? କଂଗ୍ରେସର ସ୍ଥିତି କେଉଁଠି ଥିବ ? ଏ ନେଇ ଅଧିକ ଆମ ସହ ଆଲୋଚନା କରିଛନ୍ତି ମନିଷା ତ୍ରିପାଠୀ ।

Manoj Swain
  • Published: Friday, 12 January 2024
  • Updated: 12 January 2024, 12:37 PM IST

Sports

Latest News

କଂଗ୍ରେସର ମନିଷା ତ୍ରିପାଠୀ, କମ ବୟସରୁ ଏଆଇସିସିରେ ସଦସ୍ୟା ହୋଇଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ରାଜନୀତିରେ ପୁରା ଜମି ଗଲେଣି। କଥାରେ କଥାରେ ଶାସକ ବିଜେଡି ଦଳର ନେତାଙ୍କୁ କଟାକ୍ଷ କଲେ । 24ରେ ରାଜନୈତିକ ପାଣିପାଗ କ'ଣ ହେବ ? ବିଜେଡି ଓ ବିଜେପିର ଅବସ୍ଥା କ'ଣ ହେବ ? ଏବଂ କଂଗ୍ରେସର ସ୍ଥିତି କେଉଁଠି ଥିବ ? ଏ ନେଇ ଅଧିକ ଆମ ସହ ଆଲୋଚନା କରିଛନ୍ତି ମନିଷା ତ୍ରିପାଠୀ । ଦେଖନ୍ତୁ ପୂରା ରିପୋର୍ଟ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos