ରାଜ୍ୟରେ କେମିତି ହୁଏ ଦେଶୀ ମଦର ବେପାର ?

ରାଜ୍ୟ ସରକାର କାହିଁକି ଦେଶୀ ମଦ ଭାଟିର ରି-ଅକ୍ସନ କରନ୍ତି ନାହିଁ।

Manoj Swain
  • Published: Tuesday, 12 December 2023
  • Updated: 12 December 2023, 01:53 PM IST

Sports

Latest News

ରାଜ୍ୟରେ କେମିତି ହୁଏ ଦେଶୀ ମଦର ବେପାର ? ରାଜ୍ୟ ସରକାର କାହିଁକି ଦେଶୀ ମଦ ଭାଟିର ରି-ଅକ୍ସନ କରନ୍ତି ନାହିଁ। ଏହାଦ୍ବାରା ଫାଇଦା କାହାର ହୁଏ ? କେମିତି ମଦ ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଅଳ୍ପ ଦିନରେ ଉପାର୍ଜନ କରନ୍ତି ? ବଲାଙ୍ଗିର, ସମ୍ବଲପୁରରେ ରେଡ ବେଳେ ମିଳିଥିବା କୋଟି କୋଟି ଟଙ୍କା ମିଳିଛି। ରାଜ୍ୟରେ କେମିତି ଚାଲିଥିଲା ମଦ ବ୍ୟବସାୟ, ତାର ଆଖି ଖୋଲି ଦେଇଛି ଏହି ରେଡ । ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos