ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି ଯୋଗଗୁରୁ ବାବା ରାମଦେବ । ଓଡ଼ିଶା ଆଗମନରେ ବାବା ରାମଦେବ କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବା ଉଚିତ। ସେହିପରି ବାବାଙ୍କୁ ରୋଗ ହେଲେ ସେ ଏଲୋପ୍ୟାଥିକ ଖାଆନ୍ତି ନା ଆୟୁର୍ବେଦ ଚିକିତ୍ସା କରନ୍ତି ପ୍ରଶ୍ନରେ କଣ କହିଲେ, ଦେଖନ୍ତୁ ଏହି ସ୍ୱତନ୍ତ୍ର ସାକ୍ଷାତକାର ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।