ଶାଢ଼ି ପିନ୍ଧି ମାରାଥନରେ ୪୨ କିଲୋମିଟର ଦୌଡ଼ିବା ଏକ ଚ୍ୟାଲେଞ୍ଜ ଏବଂ ଏହାକୁ କରି ଦେଖାଇଛନ୍ତି ଓଡ଼ିଆ ଝିଅ ମଧୁସ୍ମିତା ଜେନା। ଇଂଲଣ୍ଡର ମାଞ୍ଚେଷ୍ଟର ସହର ମାରାଥନରେ ୪ ଘଣ୍ଟା ୫୦ ମିନିଟ ଦୌଡ଼ି ସେ ରେକର୍ଡ କରିଛନ୍ତି। ତେବେ କେମିତି ଥିଲା ତାଙ୍କ ପ୍ରସ୍ତୁତି ? କେମିତି ଶାଢ଼ି ପିନ୍ଧି ଏତେଦୂର ଦୌଡ଼ି ପାରିଲେ ମଧୁସ୍ମିତା ? ସେ ବିଷୟରେ ଆମ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।