'ସ୍କ୍ରିପ୍ଟ ମନେରଖିବା କଷ୍ଟ ନା ପାଠ ?'

ସୁଟିଂ ସେଟ୍‌ରେ ଅଭିନୟ ସମୟରେ କିଛି ଖଟା ମିଠା ଅନୁଭୁତି ବଖାଣିଛନ୍ତି ଅସିମା । ତେବେ ଆମ ସହ ସ୍ବତନ୍ତ୍ର ଆଲୋଚନାରେ କଣ କହିଛନ୍ତି ? ଆସନ୍ତୁ ଶୁଣିବା ।

Manoj Swain
  • Published: Sunday, 04 February 2024
  • Updated: 04 February 2024, 06:24 PM IST

Sports

Latest News

'ତୁ ମୋ ଆଖିର ତାରା' ଧାରାବାହିକରେ ଲିଡ ରୋଲରେ ଅଭିନୟ କରୁଛନ୍ତି ନବାଗତ ଅଭିନେତ୍ରୀ ଅସିମା ପତି। ତେବେ ସୁଟିଂ ସେଟ୍‌ରେ ଅଭିନୟ ସମୟରେ କିଛି ଖଟା ମିଠା ଅନୁଭୁତି ବଖାଣିଛନ୍ତି ଅସିମା । ତେବେ ଆମ ସହ ସ୍ବତନ୍ତ୍ର ଆଲୋଚନାରେ କଣ କହିଛନ୍ତି ? ଆସନ୍ତୁ ଶୁଣିବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos