୨୦୨୪ ନିର୍ବାଚନରେ କ’ଣ ରହିବ ରାଜ୍ୟ ରାଜନୀତିର ପାଣିପାଗ ? ପାଞ୍ଚଟି ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରଭାବ ଓଡ଼ିଶା ଉପରେ କଣ ପଡ଼ିବ ? ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ଦମ୍ଦାର ବିଜୟ ଓଡ଼ିଶା ଉପରେ ପ୍ରଭାବ ପକାଇବ କି ? ତିନି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ କେତେ ଫାଇଦା ନେବ ରାଜ୍ୟ ବିଜେପି ? ଓଡ଼ିଶାରେ ହେବ କି ବଡ଼ ପରିବର୍ତ୍ତନ ? କ୍ଷମତାକୁ ଆସିବେ କି ବିରୋଧୀ ? ଏନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।