୫ ଲକ୍ଷ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଲା ?

ପ୍ରତି ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯାଇଛି। ମାତ୍ର ୨ ଦିନ ଧରି ପ୍ରତି ୱାର୍ଡରେ ବୁଲିବ ପରିକ୍ରମା ରଥ। ଆଉ ଘରୁ ଘରୁ ସଂଗ୍ରହ କରାଯିବ ଅରୁଆ ଚାଉଳ ଓ ଗୁଆ

Manoj Swain
  • Published: Wednesday, 10 January 2024
  • Updated: 10 January 2024, 11:13 AM IST

Sports

Latest News

ଘରେ ନ ପଶୁଣୁ ଚାଳ ବାଜିଲା ପରି ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଘରୁ ଘରୁ ଚାଉଳ ଗୁଆ ସଂଗ୍ରହକୁ ନେଇ ଆରମ୍ଭ ହେଲାଣି ବିବାଦ । ସୋମବାରଠାରୁ ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହୋଇଛି ଚାଉଳ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରତି ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯାଇଛି। ମାତ୍ର ୨ ଦିନ ଧରି ପ୍ରତି ୱାର୍ଡରେ ବୁଲିବ ପରିକ୍ରମା ରଥ। ଆଉ ଘରୁ ଘରୁ ସଂଗ୍ରହ କରାଯିବ ଅରୁଆ ଚାଉଳ ଓ ଗୁଆ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos