ଶିମିଳିପାଳରେ ମୁତୟନ ହେଲେ ୨୫ ଜଣିଆ ଓଡ୍ରାଫ ଓ ଅଗ୍ନିଶମ ଟିମ୍‌

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୨୬ ଜଣିଆ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି।

Shimilipal PhotoOR

ଶିମିଳିପାଳରେ ନିଆଁ ଲିଭାଯାଉଛି

Biswajit Samal
  • Published: Sunday, 21 April 2024
  • Updated: 21 April 2024, 06:41 PM IST

Sports

Latest News

ଦିନକୁ ଦିନ ତାତି ଯେତେ ବଢିବାର ଲାଗିଛ ଶିମିଳିପାଳ ଅଭୟାରଣ୍ୟରେ ବହୁ ସ୍ଥାନରେ ନିଆଁ ଲାଗିବା ଦେଖାଦେଇଛି। ଆଜି ଶିମିଳିପାଳ ଅଭୟାରଣ୍ୟର ଉଭୟ ଉତ୍ତର ଓ ଦକ୍ଷିଣରେ ୪୩ଟି ପଏଣ୍ଟରେ ଲାଗିଥିବା ଜଣା ପଡ଼ିଛି। ଉତ୍ତର ଶିମିଳିପାଳର ୧୮ ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୨୫ ଟି ସ୍ଥାନରେ ନିଆଁ ଲାଗିଥିଲା ଏସବୁ ନିଆଁ ମନୁଷ୍ୟ କୃତ ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡ଼ା।

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୨୬ ଜଣିଆ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଜଟିଳ ସ୍ଥିତି ଥିବା ବେଳେ ସେ ସବୁକୁ ଆୟତ୍ତ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ।

Also Read

ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ସଚେତନତା ରାଲି ଓ ୧୦୦ରୁ ଅଧିକ ମିଳିତ ମକଡ୍ରିଲ କରିଛି ବନବିଭାଗ। ଏହା ସହ ପ୍ରତିବିଟରେ ବ୍ଲୟର ମେସିନ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ବିଭାଗ।

ରିପୋର୍ଟ- ମାନିକ୍ ଲାଲ୍ ପାଣି, ବାରିପଦା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story