ହାଇକୋର୍ଟରେ ହାଜର ହେଲେ ଅଗ୍ନିଶମ ଡିଜି

ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଅଗ୍ନିଶମ ଡିଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଏସ୍‌ସିବିରେ ଫାୟାର ଆଲାର୍ମ ଓ ଅଗ୍ନି ନିର୍ବାପକ କାମ ୩ ମାସ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି।

High Court PhotoOR

ଓଡ଼ିଶା ହାଇକୋର୍ଟ

Manoranjan Sial
  • Published: Wednesday, 13 March 2024
  • Updated: 13 March 2024, 05:04 PM IST

Sports

Latest News

କଟକ ଏସ୍‌ସିବି ମେଡିକାଲର ଅଗ୍ନି ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ। ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ କେମିତି ଚାଲିଛି ଏତେ ବଡ଼ ହସ୍ପିଟାଲ୍‌? କାହା ଭରସାରେ ଏତେ ପରିମାଣର ରୋଗୀଙ୍କ ଚିକିତ୍ସା ଚାଲିଛି? କିଛି ଅଘଟଣ ହେଲେ କିଏ ରହିବ ଉତ୍ତରଦାୟୀ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ସେପଟେ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସ୍‌ସିବି ଅଧିକ୍ଷକ ଡ଼ଃ ସୁଧାଂଶୁ ଶେଖର ମିଶ୍ର ଓ ଆରଏଣ୍ଡ ବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ।

Also Read

ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଅଗ୍ନିଶମ ଡିଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଏସ୍‌ସିବିରେ ଫାୟାର ଆଲାର୍ମ ଓ ଅଗ୍ନି ନିର୍ବାପକ କାମ ୩ ମାସ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି। ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ କାମ ୬ ମାସ ମଧ୍ୟରେ ଶେଷ ହେବ ବୋଲି ସମୟ ନେଇଛନ୍ତି ଅଗ୍ନିଶମ ଡିଜି। ଏସସିବି ମେଡିକାଲର ସମୁଦାୟ ୮୭ଟି ବିଲଡିଂ ମଧ୍ୟରୁ ୬୪ଟି କୋଠାର ଅଗ୍ନି ନିରାପତ୍ତା ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୧୪ଟି ପ୍ରୋଜେକ୍ଟ ପାଇଁ ସରକାରୀ ଅନୁମୋଦନକୁ ଅପେକ୍ଷା କରାଯାଇଛି ବୋଲି ଡିଜି ରିପୋର୍ଟରେ ଦର୍ଶାଇଛନ୍ତି। ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ସହିତ କାମର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ଅଗ୍ନିଶମ ଡିଜିଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story