ଶ୍ରୀମନ୍ଦିରରେ ପ୍ରବଳ ଭିଡ଼;ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ହୋଇଛି।

puri PhotoOR

ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ

Tapaswini Nayak
  • Published: Monday, 25 December 2023
  • Updated: 25 December 2023, 02:06 PM IST

Sports

Latest News

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଯାଇଛନ୍ତି ଭକ୍ତ। ଅସମ୍ଭାଳ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ

Also Read

ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲେ ବି ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ହୋଇଛି। ତେବେ ଲାଂଚ ନେଇ କିଛି ଭକ୍ତଙ୍କୁ ଗଳାବାଟରେ ଛଡ଼ା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି।

ଜଣେ ଭକ୍ତ କହିଛନ୍ତି, ୨ ଘଣ୍ଟା ଧରି ଆମେ ଲାଇନରେ ଠିଆ ହୋଇଛୁ।  ସେବାୟତମାନେ ପଇସା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡ଼ୁଛନ୍ତି। ଆମେ ମାନେ ଘଣ୍ଟାଘଣ୍ଟା ଧରି  ଲାଇନରେ ଠିଆ ହୋଇଛୁ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story