ଜମି ପଟ୍ଟା ଦିଅ…, ବସ୍ତି ବାସିନ୍ଦା-ପୁଲିସ ଧସ୍ତାଧସ୍ତି

ଜଙ୍ଗଲ ଜମି କହି ସାଲିଆ ସାହି ମଧ୍ୟରେ ୨ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ବିରୋଧ କରୁଛନ୍ତି ବସ୍ତି ବାସିନ୍ଦା।

SaliaSahi Protest

ସାଲିଆ ସାହି ବସ୍ତିବାସିନ୍ଦା ରାସ୍ତାକୁ ଓହ୍ଲାଇ ଆନ୍ଦାଳନ କରିଛନ୍ତି।

Madhupriya Mistry
  • Published: Wednesday, 22 November 2023
  • Updated: 22 November 2023, 01:04 PM IST

Sports

Latest News

ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ଭୁବନେଶ୍ୱର ସାଲିଆ ସାହିର ତେଜିଲା ଆନ୍ଦୋଳନ। ବିଧାନସଭା ଘେରାଉ ପାଇଁ ବିଶାଳ ରାଲି ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସାଲିଆ ସାହି ବସ୍ତି ବାସିନ୍ଦା। ୬ଶହ ବର୍ଗଫୁଟ ଜଙ୍ଗଲ ଜମିର ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ଚାଲିଛି ଆନ୍ଦୋଳନ।

ରାଜଧାନୀର ସମସ୍ତ ବସ୍ତିକୁ ସର୍ଭେ କରାଜାଇ ଜମି ପଟ୍ଟା ପ୍ରଦାନ କରାଯାଉଥିବା ବେଳେ ସାଲିଆସାହିକୁ ସର୍ଭେରୁ ବାଦ୍ ଦିଆଯାଇଛି। ଏହାକୁ ସେମାନେ ପ୍ରତିବାଦ କରିଛନ୍ତି। ଜଙ୍ଗଲ ଜମି କହି ସାଲିଆ ସାହି ମଧ୍ୟରେ ୨ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ବିରୋଧ କରୁଛନ୍ତି ବସ୍ତି ବାସିନ୍ଦା। ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା।

Also Read

ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ୍ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଫଳରେ ଜୟଦେବ ବିହାର-ଏକାମ୍ର କାନନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଛି। ବ୍ୟାପକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story