ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ମରିଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ସେହିଭଳି ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ହେବ ଗ୍ରୀନ୍ କରିଡର୍।

Manoj Swain
  • Published: Friday, 29 December 2023
  • Updated: 29 December 2023, 05:07 PM IST

Sports

Latest News

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ମରିଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ସେହିଭଳି ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ହେବ ଗ୍ରୀନ୍ କରିଡର୍। ସମୁଦ୍ରରେ ସୁରକ୍ଷା ପାଇଁ ହଟ୍ ସ୍ପଟ ପାଟ୍ରୋଲିଂ ସହ ରହିବ ୩ଟି ଫାଣ୍ଡି। ଏନେଇ ସୂଚନା ଦେଲେ ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos