୫୧ ବର୍ଷୀୟ ସ୍ତ୍ରୀକୁ କରେଣ୍ଟ ଦେଇ ହତ୍ୟା କଲା ୨୮ ବର୍ଷୀୟ ଯୁବକ

ଥିରୁଅନନ୍ତପୁରମ: ଖ୍ରୀଷ୍ଟ୍ରମାସ ଅବସରରେ ଜଣେ ୨୮ ବର୍ଷୀୟ ଯୁବକ ନିଜ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିଛି। କିଛି ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା। ମୃତ ମହିଳା ହେଉଛନ୍ତି ଶଖାକୁମାରୀ (୫୧)। ଶନିବାର ତାଙ୍କର ମୃତ ଶରୀର ଉଦ୍ଧାର ହୋଇଛି। କେରଳର ଥିରୁଅନନ୍ତପୁରମ ଜିଲ୍ଲାର କରାକୋନମ ଅଞ୍ଚଳରେ ଶଖାକୁମାରୀ ଏବଂ ତାଙ୍କ ୨୮ ବର୍ଷୀୟ ସ୍ୱାମୀ ଅରୁଣ ରହୁଥିଲେ। ଶଖାକୁମାରୀ ବିଦ୍ୟୁତ ଆଘାତର ଶିକାର ହେବା ପରେ ଅରୁଣ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି […]

kerala-youth-killed-51-year

kerala-youth-killed-51-year

Subhransu Sekhar
  • Published: Monday, 28 December 2020
  • Updated: 28 December 2020, 01:11 PM IST

Sports

Latest News

ଥିରୁଅନନ୍ତପୁରମ: ଖ୍ରୀଷ୍ଟ୍ରମାସ ଅବସରରେ ଜଣେ ୨୮ ବର୍ଷୀୟ ଯୁବକ ନିଜ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିଛି। କିଛି ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା। ମୃତ ମହିଳା ହେଉଛନ୍ତି ଶଖାକୁମାରୀ (୫୧)। ଶନିବାର ତାଙ୍କର ମୃତ ଶରୀର ଉଦ୍ଧାର ହୋଇଛି। କେରଳର ଥିରୁଅନନ୍ତପୁରମ ଜିଲ୍ଲାର କରାକୋନମ ଅଞ୍ଚଳରେ ଶଖାକୁମାରୀ ଏବଂ ତାଙ୍କ ୨୮ ବର୍ଷୀୟ ସ୍ୱାମୀ ଅରୁଣ ରହୁଥିଲେ।

ଶଖାକୁମାରୀ ବିଦ୍ୟୁତ ଆଘାତର ଶିକାର ହେବା ପରେ ଅରୁଣ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ଶଖାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତ ବେଳେ ଅରୁଣ କହିଥିଲା ଖ୍ରୀଷ୍ଟମାସ ଅବସରରେ ଘର ଚାରିକଡ଼େ ଫ୍ୟାନସି ଲାଇଟ୍ ଲାଗିଥିଲା। କୌଣସି କାରଣରୁ ତାଙ୍କ ସ୍ତ୍ରୀ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି।

ତେବେ ପୁଲିସ ତାଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ରକ୍ତ ଦାଗ ଦେଖିବାକୁ ପାଇଥିଲା। ଏହାପରେ ପୁଲିସ ଅରୁଣକୁ ଘନ ଘନ ଜେରା କରିବା ଆରମ୍ଭ କରିଥିଲା। ପରେ ଜଣାପଡ଼ିଥିଲା ଉଭୟ ମାସେ ତଳେ ବିବାହ କରିଥିଲେ। ଆଉ ଦୁଇ ଜଣଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଅରୁଣ ଛାଡପତ୍ର ଦେବ ବୋଲି କହୁଥିଲା। ହେଲେ ଶଖା ଛାଡପତ୍ର ପାଇଁ ରାଜି ହେଉନଥିଲେ।

ପୁଲିସ ଆଗରେ ସତ ସ୍ୱୀକାର କରି ଅରୁଣ କହିଛି ଯେ ପୂର୍ବରୁ ମଧ୍ୟ ଶଖା କୁମାରୀଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ହେଲେ ବିଫଳ ହୋଇଥିଲା। ପରେ ଦ୍ୱିତୀୟ ଥର ସଫଳ ହୋଇଛି। ସ୍ତ୍ରୀର ସମ୍ପତ୍ତିକୁ ନିଜ ନାଁରେ କରିବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ଅରୁଣ ପୁଲିସ ଆଗରେ ସ୍ୱୀକାର କରିଛି।

ଅଧିକ ପଢ଼ନ୍ତୁ : ଖାଇବାକୁ ବସିଥିଲା ମା’, ଗୁଳି କଲା ପୁଅ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story