ଏକାଠି ହେଲେ କେସିଆର୍‌-ଓୱେସୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ଘୋଷଣା ପରେ ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ ଓୱେସୀ ଟ୍ୱିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  

KCR and Asaduddin Owaisi PhotoIndia Today

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ଓୱେସୀ

Madhupriya Mistry
  • Published: Tuesday, 21 February 2023
  • Updated: 21 February 2023, 08:16 PM IST

Sports

Latest News

ଆଗକୁ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ। ଏଥିରେ ବିଜେପିକୁ ଚେକ୍ ଦେବାକୁ ହାତ ମିଳାଇଛନ୍ତି ବିଆର୍‌ଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ଓ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦଦ୍ଦୁନ ଓୱେସୀ । ବିଜେପିକୁ ପରାସ୍ତ କରିବାକୁ ଓୱେସୀଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି କେସିଆର୍‌। ଏଆଇଏମଆଇଏମକୁ ସମର୍ଥନ କରିବାକୁ ସେ ନେଇଛନ୍ତି ନିଷ୍ପତ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପାର୍ଟି ବିଆରଏସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ବିଜେପିକୁ ପରାଜିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଉଭୟ ଦଳ ଏବେ ବିଜେପି ଭୋଟରଙ୍କ ଉପରେ ନଜର ରଖିଛନ୍ତି । ଉଭୟ ଦଳ ମିଳିତ ଭାବେ ବିଜେପିର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି । 

Also Read

ସେପଟେ ମହାନଗର ନିଗମ ନିର୍ବାଚନ ନେଇ ଏଆଇଏମଆଇଏମ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଆକଳନ କରାଯାଉଛି, ପାର୍ଟି ଚତୁର୍ଥ ଥର ପାଇଁ ସୟଦ ଅମିନୁଲ ହସନ ଜାଫରୀଙ୍କୁ ପ୍ରାର୍ଥୀ କରିପାରେ। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ହେବ । 
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story