ବାବୁ ଶୁଣୁନାହାନ୍ତି ଭାଗ୍ୟକୁ ଆଦରି ବସିଛନ୍ତି ମାଉସୀ

ବାରମ୍ୱାର ଅଭିଯୋଗ ପରେ ବି ଗୁହାରୀ ଶୁଣିବାକୁ କେହି ନାହାନ୍ତି । ନା ପ୍ରଶାସନ ନା ବଡ଼ ବାବୁ । ମାଉସୀଙ୍କ ଘର କହିଲେ ଝାଟିମାଟି ଚାଳ ଛପର ଘର । ପାଞ୍ଚ ପ୍ରାଣୀ ରହୁଛନ୍ତି ଏଇ ଘରେ । ଅତି ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି ।

Manoj Swain
  • Published: Friday, 05 May 2023
  • Updated: 05 May 2023, 05:33 PM IST

Sports

Latest News

 

ବାରମ୍ୱାର ଅଭିଯୋଗ ପରେ ବି ଗୁହାରୀ ଶୁଣିବାକୁ କେହି ନାହାନ୍ତି । ନା ପ୍ରଶାସନ ନା ବଡ଼ ବାବୁ । ମାଉସୀଙ୍କ ଘର କହିଲେ ଝାଟିମାଟି ଚାଳ ଛପର ଘର । ପାଞ୍ଚ ପ୍ରାଣୀ ରହୁଛନ୍ତି ଏଇ ଘରେ । ଅତି ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି । ନା ଆବାସ ଯୋଜନାରେ ଘର ଖଣ୍ଡେ ମିଳୁଛି ନା ଭତ୍ତା ଟଙ୍କା । କେନ୍ଦୁଝର ହାଟଡିହି ବ୍ଲକ ହଦଗଡ଼ ପଂଚାୟତ ବାଘୁଆ ସାହିର ଶୁକ ଦେହୁରୀଙ୍କ ପରିବାରର ଏ ଚିତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos