ଭୋକରେ ପେଟ ଜଳୁଛି, ଖରାରେ ପିଠି ଜଳୁଛି

ଡହ ଡହ ଖରା ଦିନ କାହାକୁ ଟେନସନ୍ ଦିଏ, ତୋ ଆଉ କାହା ପେଟକୁ ଦାନା ଯୋଗାଏ। ଏଇ ଦେଖୁ ନାହାନ୍ତି ଏଇ ଭାଇ ଜଣଙ୍କ ଉଦୁଉଦିଆ ଖରାରେ ବ୍ୟଗଟିଏ ଧରି କେମିତି ହସି ହସି ଜଙ୍ଗଲ ଭିତରେ ଚାଲିଛନ୍ତି।

Manoj Swain
  • Published: Monday, 17 April 2023
  • Updated: 17 April 2023, 12:03 PM IST

Sports

Latest News

ଡହ ଡହ ଖରା ଦିନ କାହାକୁ ଟେନସନ୍ ଦିଏ, ତୋ ଆଉ କାହା ପେଟକୁ ଦାନା ଯୋଗାଏ। ଏଇ ଦେଖୁ ନାହାନ୍ତି ଏଇ ଭାଇ ଜଣଙ୍କ ଉଦୁଉଦିଆ ଖରାରେ ବ୍ୟଗଟିଏ ଧରି କେମିତି ହସି ହସି ଜଙ୍ଗଲ ଭିତରେ ଚାଲିଛନ୍ତି। କାରଣ ଜଙ୍ଗଲରେ ପରା କେନ୍ଦୁ ପାଚିଲାଣି। ତେଣୁ କେନ୍ଦୁ ନେଲେ ବଜାରରେ ବିକ୍ରି କରିବେ। ଘରକୁ ତେଲ ଲୁଣ ଟିକେ କିଣି ନେବେ। କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିର କେନ୍ଦୁ ଯିଏ ଖାଇଛି ସିଏ ତାର ସ୍ୱାଦ ଜାଣିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos