ଦେବରା ବିଧାନସଭା: ଦୁଇ ଆଇପିଏସ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ଶାସକ ଦଳ ଟିଏମସି ୨୯୪ ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମୋଟ୍ ୩୦ଟି ଆସନ ପାଇଁ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ୩୦ଟି ଆସନ ମଧ୍ୟରେ ଦେବରା ବିଧାନସଭା ଆସନ ରହିଛି। ପଶ୍ଚିମ ମେଦିନାପୁର ଜିଲ୍ଲା ଏବଂ ଖଡଗପୁର ଡିଭିଜନରେ ଥିବା ଏହି […]

bharati-and-kabir

bharati-and-kabir

Subhransu Sekhar
  • Published: Monday, 08 March 2021
  • Updated: 08 March 2021, 05:34 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ଶାସକ ଦଳ ଟିଏମସି ୨୯୪ ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମୋଟ୍ ୩୦ଟି ଆସନ ପାଇଁ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ୩୦ଟି ଆସନ ମଧ୍ୟରେ ଦେବରା ବିଧାନସଭା ଆସନ ରହିଛି। ପଶ୍ଚିମ ମେଦିନାପୁର ଜିଲ୍ଲା ଏବଂ ଖଡଗପୁର ଡିଭିଜନରେ ଥିବା ଏହି ଆସନ ପାଇଁ ବିଜେପି ଓ ଟିଏମସି ପୂର୍ବତନ ଆଇପିଏସ ଅଧିକାରୀଙ୍କୁ ପ୍ରାର୍ଥୀ କରିଛନ୍ତି। ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ଚନ୍ଦନନଗର ପୂର୍ବତନ ପୁଲିସ କମିଶନର ହୁମାୟୁନ କବୀରଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ମେଦିନାପୁରର ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ଏସପି ଭାରତୀ ଘୋଷଙ୍କୁ ପ୍ରାର୍ଥୀ କରିଛି। ସବୁଠୁ ବଡ଼ କଥା ହେଲା ଟିଏମସି ପ୍ରାର୍ଥୀ ହୁମାୟୁନ କବୀରଙ୍କ ପୈତୃକ ଘର ହେଉଛି ଦେବରା। ଯେଉଁଠୁ ସେ ପ୍ରାର୍ଥୀ ହୋଇଛନ୍ତି।

ଗତ ୨୦୧୬ ବିଧାନସଭା ନିର୍ବାଚନରେ ​​ଟିଏମସି ଏହି ଆସନ ଜିତିଥିଲା। ଏଠାରୁ ଦଳର ସାଲିମା ଖାତୁନ ବାମ ଦଳର ପ୍ରାର୍ଥୀ କରିମଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଚନ୍ଦନନଗରର ପୂର୍ବତନ ପୁଲିସ କମିଶନର ତାଙ୍କ ପଦରୁ ଇସ୍ତଫା ଦେଇ ଟିଏମସିରେ ସାମିଲ୍ ହୋଇଛନ୍ତି। ମୁର୍ଶିଦାବାଦ ସମାବେଶରେ ମମତା ବାନାର୍ଜୀ ତାଙ୍କୁ ଟିଏମସିରେ ସାମିଲ୍ କରାଇଥିଲେ। ପୁଲିସ କ୍ୟାରିୟରରେ ହୁମାୟୁନ କବୀର ଅନେକ ଥର ବିବାଦକୁ ଆସିଛନ୍ତି। ନିକଟରେ ହୁଗୁଳି ଜିଲ୍ଲାରେ ବିଜେପିର କାର୍ଯ୍ୟକ୍ରମକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ସେହିଭଳି ମୁର୍ଶିଦାବାଦରେ ଯେତେବେଳେ ସେ ଦାୟିତ୍ୱରେ ଥିଲେ ସେତେବେଳେ ଏକ ଦୁଷ୍କର୍ମ ମାମଲାରେ ତାଙ୍କ ନିଷ୍ପତ୍ତିକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ହେଲେ ମମତାଙ୍କ ନିକଟତର ହୋଇଥିବାରୁ ଏହି ବିବାଦ ଆଗକୁ ନବଢ଼ି ଆପେ ଆପେ ଶାନ୍ତ ପଡ଼ିଯାଇଛି।

ତେବେ ବିଜେପି ପ୍ରାର୍ଥୀ ଭାରତୀ ଘୋଷ ମଧ୍ୟ ଏକଦା ମମତା ବାନାର୍ଜୀଙ୍କ ନିକଟତର ଥିଲେ। ବେଙ୍ଗଲ କ୍ୟାଡରର ଆଇପିଏସ ଭାବରେ କାମ କରିବା ବେଳେ ଭାରତୀ ମଧ୍ୟ ଅନେକ ସଫଳତା ସାଉଁଟିଛନ୍ତି। ସେ ମମତା ବାନାର୍ଜୀଙ୍କୁ 'ମା' ବୋଲି ସମ୍ବୋଧନ କରୁଥିଲେ।

ପଶ୍ଚିମବଙ୍ଗରେ ଏକଦା ନକ୍ସଲଙ୍କୁ ଦୌରାତ୍ମ୍ୟ ବଢ଼ିଥିଲା। ସେତେବେଳେ ଭାରତୀ ଘୋଷଙ୍କ ନେତୃତ୍ୱରେ ନକ୍ସଲଙ୍କ ଦୌରାତ୍ମ୍ୟ ଉପରେ ରୋକ ଲାଗିଥିଲା। ମୋଷ୍ଟ ଓ୍ୱାଣ୍ଟେଡ ମାଓ ନେତା କୋଟେଶ୍ୱର ରାଓଙ୍କୁ ଏନକାଉଣ୍ଟର କରିଥିବା ଭାରତୀ ଘୋଷ ମଧ୍ୟ ସରକାରଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି।

ପଶ୍ଚିମ ମେଦିନାପୁରରେ ଭାରତୀ ଏସପି ଭାବରେ କାମ କରିଛନ୍ତି। ଆଉ ଯେଉଁ ଦେବରା ଆସନରୁ ସେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସେହି ଅଞ୍ଚଳର ଲୋକଙ୍କ ସହ ତାଙ୍କର ସମ୍ପର୍କ ପୁରୁଣା। କହିବାକୁ ଗଲେ ଏହି ଆସନ ତାଙ୍କ ପାଇଁ ନୂଆ ନୁହେଁ।

ଭାରତୀ ୨୦୧୭ରେ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କ ବଦଳିକୁ ବିରୋଧ କରି ଭାରତୀ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ପଶ୍ଚିମବଙ୍ଗର ଘାଟଲା ଲୋକସଭା ଆସନରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ପରାସ୍ତ ହୋଇଥିଲେ। ଏବେ ବିଜେପି ତାଙ୍କୁ ପୁଣିଥରେ ଘାଟଲା ଲୋକସଭା ଅଧୀନରେ ଥିବା ଦେବରାରୁ ପ୍ରାର୍ଥୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story