ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୧୪ ବିଜେଡି ନେତାଙ୍କୁ ଥଇଥାନ, ମିଳିବ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା

ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

BJD

ଶଙ୍ଖ ଭବନ

Ordigital Desk
  • Published: Tuesday, 01 August 2023
  • Updated: 01 August 2023, 08:56 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ମେ’ ମାସରେ ଗଠନ କରିଥିବା ୧୪ଟି ଜିଲ୍ଲାରେ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଆଜି ୧୪ଜଣଙ୍କୁ ଅଧ୍ୟକ୍ଷ ଭାବେ ଥଇଥାନ କରିଛନ୍ତି । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)ର ଅଧ୍ୟକ୍ଷ ଭାବେ ଯେଉଁମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନେ ହେଲେ- ଅନୁଗୁଳ ଜିଲ୍ଲା ପାଇଁ ସଦାଶିବ ନାୟକ, ବାଲେଶ୍ୱର-ମଦନମୋହନ ମାଝୀ, ବଲାଙ୍ଗିରୀ-ବ୍ରଜମୋହନ ବିଶୋଇ, ବୌଦ୍ଧ-ଭଗବାନ କହଁର, ଯାଜପୁର-ଲମ୍ବୋଦର ମୁଣ୍ଡା, ଢେଙ୍କାନାଳ- ସୁରେନ୍ଦ୍ର ହେମ୍ବ୍ରମ, ନୂଆପଡ଼ା-ଭଗତରାମ ମାଝୀ, କଳାହାଣ୍ଡି-ଶିବାଜୀ ମାଝୀ, ସମ୍ବଲପୁର-ଶୋଭାରାମ ପ୍ରଧାନ, ଦେବଗଡ଼-ପାଞ୍ଜିଆ ଭୋଇ, ବରଗଡ଼-ସୁଶୀଳା ଭୋଇ, ଝାରସୁଗୁଡ଼ା-ମୋହନ କିଶାନ, ନୟାଗଡ଼-ଜାନକୀ ଦେହୁରୀ ଓ ଗଞ୍ଜାମ-ବିଦ୍ୟାଧର ଜାନୀ ।

Also Read

ସୂଚନାଯୋଗ୍ୟ. ୨୦୧୭ ମସିହାରୁ ୯ଟି ଆଦିବାସୀବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ଗତ ମେ’ ମାସରେ ଆଉ ୧୪ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ ହୋଇଥିଲା । ଏବେ ମୋଟ ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକ୍ଷମ ହୋଇଛି । ଏହି ପରିଷଦ ମାଧ୍ୟମରେ ରାଜ୍ୟର ଜନଜାତିମାନଙ୍କ କଳା,ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story