ବିଜେଡି ନେତାଙ୍କୁ ମୋକିମ୍ ଡର!

କଟକ ମ୍ୟୁନିସିପାଲ ବୈଠକରେ ତୁମୁଳ କାଣ୍ଡ। ବୈଠକ ଆରମ୍ଭରୁ ବିଜେପି କଂଗ୍ରେସର ହୋହଲ୍ଲା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ଉଡ଼ିଲା ମୋବାଇଲ୍, ଭାଙ୍ଗିଲା କାଚଗ୍ଲାସ୍। କଟକ ମହାନଗର ନିଗମର ବୈଠକକୁ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଯାହାକୁ ନେଇ ଗର୍ଜିଥିଲେ କଂଗ୍ରେସ କର୍ପୋରେଟର। ସଭା ମଝିକୁ ଆସି ସିଏମସି ମେୟର ସୁବାସ ସିଂଙ୍କୁ ଘୋର ବିରୋଧ କରିବା ସହ ଜବାବ ମଧ୍ୟ ମାଗିଥିଲେ।

Debendra Prusty
  • Published: Tuesday, 14 February 2023
  • Updated: 14 February 2023, 01:01 PM IST

Sports

Latest News

କଟକ ମ୍ୟୁନିସିପାଲ ବୈଠକରେ ତୁମୁଳ କାଣ୍ଡ। ବୈଠକ ଆରମ୍ଭରୁ ବିଜେପି କଂଗ୍ରେସର ହୋହଲ୍ଲା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ଉଡ଼ିଲା ମୋବାଇଲ୍, ଭାଙ୍ଗିଲା କାଚଗ୍ଲାସ୍। କଟକ ମହାନଗର ନିଗମର ବୈଠକକୁ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଯାହାକୁ ନେଇ ଗର୍ଜିଥିଲେ କଂଗ୍ରେସ କର୍ପୋରେଟର। ସଭା ମଝିକୁ ଆସି ସିଏମସି ମେୟର ସୁବାସ ସିଂଙ୍କୁ ଘୋର ବିରୋଧ କରିବା ସହ ଜବାବ ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos