ପୁଣି ଭାଇନାଙ୍କ ପାଇଁ ଅଡୁଆ ବିଜେଡି ନେତ୍ରୀ

ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନିଜ ଦଳର କର୍ମୀ ।

Manoj Swain
  • Published: Sunday, 15 October 2023
  • Updated: 15 October 2023, 12:59 PM IST

Sports

Latest News

ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନିଜ ଦଳର କର୍ମୀ । ପଦଯାତ୍ରା କରିବାରୁ ବିଜେଡି ନେତ୍ରୀଙ୍କୁ ମାରିଦେବାକୁ ଧମକ ଦେଲେ ଖୋଦ ବିଜେଡି ଯୁବନେତା। ଆଉ ଏହାର ପ୍ରଛଦପଟରେ ବିଧାୟକଙ୍କ ହାତ ଥିବା ଭଳି ଅଭିଯୋଗ ଆଣିଲେ ମହିଳା ନେତ୍ରୀ । ବିଜେଡି କହୁଛି ସେ ମହିଳା ଆମର ନୁହଁ ବଂର ବିଜେପିର। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos