ହୃଦଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି।

Manoj Swain
  • Published: Wednesday, 28 February 2024
  • Updated: 28 February 2024, 04:23 PM IST

Sports

Latest News

ହସଖୁସିର ସଂସାର ନିମିଶକେ ଉଜୁଡି ଯାଇଛି। ହୃଦଘାତରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ସାତ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ।  ଗାଜିଆବାଦର ଏକ ନବଦମ୍ପତିଙ୍କ ଜୀବନରେ ଘଟିଛି ଏପରି ଏକ ଦୁଃଖଦ ଘଟଣା। ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି। ସେମାନଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ନଭେମ୍ବର ୩୦ରେ ଉଭୟଙ୍କର ବିବାହ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos