ବିମାନ ବଜାରରେ ହୋଣ୍ଡା: ପ୍ରଦର୍ଶନ କଲା ପ୍ରଥମ ଜେଟ୍

ଟୋକିଓ: ଦୁଇ ଚକିଆ ଗାଡ଼ି ଓ କାର୍ ନିର୍ମାଣ କରୁଥିବା ହୋଣ୍ଡା କଂପାନୀ ଏବେ ପାଦ ଥାପିଛି ବିମାନ ନିର୍ମାଣ କ୍ଷେତ୍ରରେ। ଗୁରୁବାର ଟୋକିଓର ହାନେଡା ବିମାନ ବନ୍ଦରରେ କଂପାନୀ ପ୍ରଦର୍ଶନ କରିଥିଲା ଏହାର ପ୍ରଥମ ଜେଟ୍। ଏହାକୁ କୁହାଯାଉଛି ହୋଣ୍ଡାଜେଟ୍ । ୬ରୁ୭ଟି ଆସନ ବିଶିଷ୍ଟ ଏହି ଜେଟର ମୂଲ୍ୟ ରହିଛି ୪.୫ ମିଲିୟନ ଡଲାର। ହୋଣ୍ଡା ବର୍ତ୍ତମାନ ସୁଦ୍ଧା ୧୦୦ଟି ଏହିଭଳି ଜେଟ୍ ନିର୍ମାଣ ପାଇଁ ଅର୍ଡର ପାଇ ସାରିଛି। ଚଳିତ ବର୍ଷ ଶେଷ […]

hondajet

hondajet

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 12:28 PM IST

Sports

Latest News

ଟୋକିଓ: ଦୁଇ ଚକିଆ ଗାଡ଼ି ଓ କାର୍ ନିର୍ମାଣ କରୁଥିବା ହୋଣ୍ଡା କଂପାନୀ ଏବେ ପାଦ ଥାପିଛି ବିମାନ ନିର୍ମାଣ କ୍ଷେତ୍ରରେ। ଗୁରୁବାର ଟୋକିଓର ହାନେଡା ବିମାନ ବନ୍ଦରରେ କଂପାନୀ ପ୍ରଦର୍ଶନ କରିଥିଲା ଏହାର ପ୍ରଥମ ଜେଟ୍। ଏହାକୁ କୁହାଯାଉଛି ହୋଣ୍ଡାଜେଟ୍ । ୬ରୁ୭ଟି ଆସନ ବିଶିଷ୍ଟ ଏହି ଜେଟର ମୂଲ୍ୟ ରହିଛି ୪.୫ ମିଲିୟନ ଡଲାର। ହୋଣ୍ଡା ବର୍ତ୍ତମାନ ସୁଦ୍ଧା ୧୦୦ଟି ଏହିଭଳି ଜେଟ୍ ନିର୍ମାଣ ପାଇଁ ଅର୍ଡର ପାଇ ସାରିଛି। ଚଳିତ ବର୍ଷ ଶେଷ ଆଡ଼କୁ କଂପାନୀ ଏଗୁଡ଼ିକର ଡେଲିଭରି ଆରମ୍ଭ କରିବ। ପୁଣି ୧୩ଟି ଦେଶରେ ଏହାର ପ୍ରଚାର ପ୍ରସାର ନେଇ ଏକ ୱାର୍ଲ୍ଡ ଟୁର୍ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି କହିଛନ୍ତି ହୋଣ୍ଡା ଏୟାରକ୍ରାଫ୍ଟ ମୁଖ୍ୟ ମିଚିମାସା ଫୁଜିନୋ। ସେହିପରି ହୋଣ୍ଡାଜେଟରେ ସୁରକ୍ଷା ଅଧିକ ଗୁରୁତ୍ୱ ଦିଆଯିବ।

ଫୁଜିନୋ ଆହୁରି ମଧ୍ୟ କହିଛନ୍ତି ଯେ ହୋଣ୍ଡାର ପ୍ରତିଷ୍ଠାତା ସୋଇଚିରୋ ହୋଣ୍ଡାଙ୍କ ସ୍ୱପ୍ନ ଥିଲା ଯେ କଂପାନୀର ଏକ ବିମାନ ନିର୍ମାଣ ଶାଖା ରହୁ। ୧୯୯୧ରେ ତାଙ୍କର ମୃତୁ୍ୟ ହୋଇଥିଲା। ତେବେ ତାଙ୍କ ମୃତୁ୍ୟର ୫ ବର୍ଷ ପୂର୍ବରୁ ୧୯୮୬ରୁ ଏକ ଜେଟ୍ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story