ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲ ପାଇବେ ନାଇଟ୍‌ହୁଡ ସମ୍ମାନ

ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନାଇଟ କମାଣ୍ଡ। ଏବେ ଶ୍ରୀ ମିତ୍ତଲ ଏଥିରେ ସମ୍ମାନୀତ ହେବାକୁ ଯାଉଛନ୍ତି।

Sunil

ସୁନୀଲ ଭାରତୀ ମିତ୍ତଲ (ଫାଇଲ ଫଟୋ)

Hemant Lenka
  • Published: Wednesday, 28 February 2024
  • Updated: 28 February 2024, 05:59 PM IST

Sports

Latest News

ସୁନୀଲ ଭାରତୀ ମିତ୍ତଲ କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ନାଇଟ୍‌ହୁଡ୍‌ ସମ୍ମାନ ମିଳିବ। ସେ ପ୍ରଥମ ଭାରତୀୟ ଭାବେ ଏପରି ସମ୍ମାନ ପାଇବାକୁ ଯାଉଛନ୍ତି।

ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନାଇଟ କମାଣ୍ଡ। ଏବେ ଶ୍ରୀ ମିତ୍ତଲ ଏଥିରେ ସମ୍ମାନୀତ ହେବାକୁ ଯାଉଛନ୍ତି। ତାଙ୍କୁ କିଙ୍ଗ ଚାର୍ଲସ ତୃତୀୟ ସମ୍ମାନୀତ କରିବେ। ଭାରତ-ବ୍ରିଟେନ ବ୍ୟବସାୟକୁ ସେ ଅଧିକ ମଜବୁତ କରିଥିବାରୁ ତାଙ୍କୁ ଏପରି ସମ୍ମାନ ମିଳିବ।

Also Read

ନାଇଡହୁଡ୍‌ ସମ୍ମାନ ମିଳିବାକୁ ଯାଉଥିବା ଖବର ପାଇବା ପରେ ମିତ୍ତଲ କହିଛନ୍ତି, ରାଜ ଚାର୍ଲସଙ୍କ ଏପରି ସମ୍ମାନ ପାଇଁ ମୁଁ ଗଭୀର ଭାବେ କୃତଜ୍ଞତା ଜଣାଉଛି। ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ଏବେ ଏହା ଗୋଟିଏ ନୂଆ ଯୁଗରେ ପ୍ରବେଶ କରିଛି।

ଦୁଇ ମହାନ ଦେଶ ମଧ୍ୟରେ ଜାରି ରହିଥିବା ଅର୍ଥନୀତିକ ଓ ଦ୍ୱିପାକ୍ଷିକ ବ୍ୟବସାୟୀକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ମୁଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ବ୍ୟବସାୟ ପାଇଁ ସବୁ ପ୍ରକାରର ସମର୍ଥନ କରିଥିବାରୁ ସେ ବ୍ରିଟେନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ନାଇଟ ହେଉଛି ବ୍ରିଟିଶ ସରକାରଙ୍କ ସର୍ବୋଚ୍ଚ ସମ୍ମାନ। ଏହା ବ୍ରିଟିଶ ସରକାରଙ୍କ ପକ୍ଷରୁ ନିଜ ଦେଶର ଶ୍ରେଷ୍ଠ ଲୋକଙ୍କୁ ଦିଆଯାଏ। ଏଥିସହ ଭଲ କାମ କରିଥିବା ବିଦେଶ ନାଗରିକମାନଙ୍କୁ ମଧ୍ୟ ପୂର୍ବରୁ ଏହି ସମ୍ମାନରେ ସମ୍ମାନୀତ କରାଯିବାର ନଜିର ରହିଛି। କିନ୍ତୁ ପୂର୍ବରୁ କୌଣସି ଭାରତୀୟ ଏହି ସମ୍ମାନରେ ସମ୍ମାନୀତ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story