ବାବାଙ୍କ ପର୍ଚ୍ଚା ଖୋଲିଦେଲେ ଭକ୍ତ

ରାଜସ୍ଥାରେ ଚାଲିଥିଲା ବାଗେଶ୍ୱର ବାବାରଙ୍କ ଦିବ୍ୟ ଦରବାର। ଯେଉଁଠି ଯୋଗଦେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଯାହାର ପର୍ଚ୍ଚା ଖୋଲିବ, ତାଙ୍କୁ ଡାକିବେ ବାବା। ଆଉ ପାଳି ପଡ଼ିଥିଲା ରାଜସ୍ଥାନର ଜୟପୁରରୁ ଆସିଥିବା ଜଣେ ଅଧ୍ୟାପକଙ୍କର। ଯିଏ ଜଣେ ବିବାହିତ ମୁସଲିମ ମହିଳାଙ୍କୁ ବିବାହ କରିବା ନେଇ ବାବାଙ୍କ ସାମ୍ନାରେ ପ୍ରଶ୍ନ ରଖିଥିଲେ। ଆଉ ବାବା ନିଜ ପର୍ଚ୍ଚାରେ ଆଗୁଆ ତାହାର ପ୍ରଶ୍ନ ଲେଖିକି ରଖିଥିଲେ। ଯେତେବେଳେ ପ୍ରଶ୍ନ ସରିଥିଲା ସେତେବେଳେ ବାବା ଦେଖାଇଥିଲେ। ଦେଖ ତୁମେ ଯାହା ପଚାରିଥିଲ, ତାହା ହିଁ ଲେଖାଯାଇଛି। କିନ୍ତୁ ବାବାଙ୍କ ଲେଖାକୁ ମାନିନଥିଲେ ଏହି ଭକ୍ତ।

Debendra Prusty
  • Published: Wednesday, 20 September 2023
  • Updated: 20 September 2023, 10:53 AM IST

Sports

Latest News

ରାଜସ୍ଥାରେ ଚାଲିଥିଲା ବାଗେଶ୍ୱର ବାବାରଙ୍କ ଦିବ୍ୟ ଦରବାର। ଯେଉଁଠି ଯୋଗଦେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଯାହାର ପର୍ଚ୍ଚା ଖୋଲିବ, ତାଙ୍କୁ ଡାକିବେ ବାବା। ଆଉ ପାଳି ପଡ଼ିଥିଲା ରାଜସ୍ଥାନର ଜୟପୁରରୁ ଆସିଥିବା ଜଣେ ଅଧ୍ୟାପକଙ୍କର। ଯିଏ ଜଣେ ବିବାହିତ ମୁସଲିମ ମହିଳାଙ୍କୁ ବିବାହ କରିବା ନେଇ ବାବାଙ୍କ ସାମ୍ନାରେ ପ୍ରଶ୍ନ ରଖିଥିଲେ। ଆଉ ବାବା ନିଜ ପର୍ଚ୍ଚାରେ ଆଗୁଆ ତାହାର ପ୍ରଶ୍ନ ଲେଖିକି ରଖିଥିଲେ। ଯେତେବେଳେ ପ୍ରଶ୍ନ ସରିଥିଲା ସେତେବେଳେ ବାବା ଦେଖାଇଥିଲେ। ଦେଖ ତୁମେ ଯାହା ପଚାରିଥିଲ, ତାହା ହିଁ ଲେଖାଯାଇଛି। କିନ୍ତୁ ବାବାଙ୍କ ଲେଖାକୁ ମାନିନଥିଲେ ଏହି ଭକ୍ତ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos