ପୁଣି ୭ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ହାଇ ଆଲର୍ଟ ଜାରି

ପୁଲିସ ସ୍କୁଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରେ ବୋମ ସ୍କ୍ୱାଡ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

Bomb Threat In School

ପୁଲିସ ସ୍କୁଲରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।

Madhupriya Mistry
  • Published: Monday, 06 May 2024
  • Updated: 06 May 2024, 12:29 PM IST

Sports

Latest News

ଦିଲ୍ଲୀ ଏନ୍‌ସିଆର୍‌ ପରେ ଏବେ ଗୁଜରାଟ ପାଳି। ପୁଣି ସ୍କୁଲଗୁଡିକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌। ଫଳରେ ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି।

କିଛି ଦିନ ତଳେ ଦିଲ୍ଲୀ ଏନ୍‌ସିଆର୍‌ର ୧୦୦ଟି ସ୍କୁଲ ବୋମା ଲଗାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଏବେ ଗୁଜରାଟ ଅହମ୍ମଦାବାଦର ୭ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଇ-ମେଲ୍‌ ଜରିଆରେ ଆତଙ୍କୀମାନେ ଏହି ଧମକ ଦେଇଛନ୍ତି। ଫଳର ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  

Also Read

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଅହମ୍ମଦାବାଦର ୭ଟି ହାଇ ପ୍ରୋଫାଇଲ୍‌ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି। ଏଥିରେ ସ୍କୁଲଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏହି ଇ-ମେଲ ଆସିବା ପରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ଓ ଆନନ୍ଦ ନିକେତନ ସ୍କୁଲ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ ସ୍କୁଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରେ ବୋମ ସ୍କ୍ୱାଡ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

କହିରଖୁ ଯେ, ମେ' ୧ ତାରିଖରେ ଦିଲ୍ଲୀରେ ପ୍ରଥମେ ତିନୋଟି ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ପରେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ୨୦୦ ସ୍କୁଲକୁ ପଠାଯାଇଥିଲା। ଅଇପି ଆଡ୍ରେସ୍‌ରୁ ଏହି ଇ-ମେଲ୍‌କୁ ବିଦେଶରୁ ଆସିଥିବା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story