ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍‌

ବିଲ୍ ଗେଟ୍‌ସ ଆସନ୍ତାକାଲି କୃଷି ଭବନରୁ କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Bill Gates

ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ

Ordigital Desk
  • Published: Tuesday, 27 February 2024
  • Updated: 27 February 2024, 10:23 PM IST

Sports

Latest News

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟସ୍ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ସେ ଆସନ୍ତାକାଲି କୃଷିଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୂଚନା ଅନୁସାରେ, ବିଲ୍ ଗେଟ୍‌ସ ଆସନ୍ତାକାଲି କୃଷି ଭବନରୁ କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଲ୍ ଗେଟସ୍ ନିକ ଓଡ଼ିଶା ଗସ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଏହି ଗସ୍ତ ସମୟରେ ସେ ଭାରତରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର(ଡିପିଆଇ) କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବେ। ଓଡ଼ିଶା ସରକାରଙ୍କ ଏଗ୍ରିକଲଚରାଲ ମନିଟରିଂ ସେଂଟରରେ କିଭଳି  ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରିଏଲଟାଇମ୍ ପରାମର୍ଶ ଦିଆଯାଇ ପାରୁଛି ତାହା ଦେଖିବେ । ‘ଆଧାର’ର ପ୍ରଶଂସା କରି ସେ କହିଛନ୍ତି ଯେ ପ୍ରାୟ ୭୫ଲକ୍ଷ ଚାଷୀଙ୍କ ରେକର୍ଡ ରଖିବା ସରକାରଙ୍କ ଦ୍ୱାରା ସମ୍ଭବପର ହୋଇଛି, ଏପରିକି ଯେଉଁ ଚାଷୀମାନଙ୍କ ଜମି ନାହିଁ କି ଚାଷ ନାହିଁ ସେମାନଙ୍କ ତଥ୍ୟ ମଧ୍ୟ ସରକାର ରଖିଛନ୍ତି ବୋଲି ଶ୍ରୀ ଗେଟସ୍ କହିଛନ୍ତି ।

Also Read

ଆସନ୍ତାକାଲି କୃଷି ଭବନ ବୁଲିବାବେଳେ ଏହି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ଦେଉଥିବା ସହାୟତା ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ । ଏହାସହିତ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । କୃଷି ବିଭାଗ ପକ୍ଷରୁ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ ତାଙ୍କ ଆଗରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ପେଷ୍ଟ ମ୍ୟାନେଜମେଂଟଠୁ ଆରମ୍ଭ କରି ଏଆଇ ଉପଯୋଗ କରି ଚାଷୀଙ୍କୁ ନିୟମିତ ରିଏଲ ଟାଇମ୍ ଚାଷ ସଂକ୍ରାନ୍ତ ସୂଚନା ପ୍ରଦାନ ସମ୍ପର୍କରେ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ ।

ଏହି ଗସ୍ତ ସମୟରେ ବିଲ୍ ଗେଟସ୍ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟର କିଛି ମହିଳା ଚାଷୀ ଓ ଉଦ୍ୟୋଗୀଙ୍କୁ ବିଲ୍ ଗେଟସ୍ ଏହି ସମୟରେ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story