ରାଜ୍ୟପାଳଙ୍କ ପାଖରେ କଣ ଅଭିଯୋଗ କଲେ ଚାଷୀ ?

ରାଜ୍ୟପାଳଙ୍କ ନିକଟରେ ଚାଷୀଙ୍କ ଗୁହାରୀ।

Manoj Swain
  • Published: Tuesday, 26 December 2023
  • Updated: 26 December 2023, 05:30 PM IST

Sports

Latest News

ସମ୍ବଲପୁର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ। ସେଠାରେ ଚାଷୀଙ୍କ ଅଭିଯୋଗ ଶୁଣିଛନ୍ତି ରାଜ୍ୟପାଳ। ରାଜ୍ୟରେ ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କୁ ଗୁହାରୀ କରିଛନ୍ତି ଚାଷୀ। ସେହିଭଳି ରାଜ୍ୟରେ କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ଚାଷୀ। ଦେଖନ୍ତୁ ପୂରା ରିପୋର୍ଟ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos